ବଲାଙ୍ଗିର, (କେପିଏନ୍ଏସ୍) : ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ବର୍ଷା ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ଗତକାଲି ସଂଧ୍ୟାରୁ ବଲାଙ୍ଗିର ସହରରେ ଲାଗି ରହିଛି ବାଦଲ୍ ଫଟା ବର୍ଷା । ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ପରିସର କୌଣସି ପୋଖରୀ ଭଳି ମନେ ହେଉଛି । ଅନ୍ୟପଟେ ଅଫିସର ତଳମହଲା ସମସ୍ତ କୋଠରୀରେ ବର୍ଷା ପାଣି ଉଛୁଳୁଛି ।
Prev Post
Next Post