କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ବୈଜୟନ୍ତୀ ମିଶ୍ର : ଡାକ୍ତର ହେବାର ଲକ୍ଷ୍ୟ

  • ବାପା, ମା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଲେ ଶ୍ରେୟ

ମ.ରାମପୁର, (ହେମନ୍ତ କୁମାର ସରହୁ) : ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି ମ,ରାମପୁରର ବୈଜୟନ୍ତୀ ମିଶ୍ର । ସମୁଦାୟ ୬୦୦ ମାର୍କରୁ ୫୮୫ମାର୍କ ସହ ୯୭.୫ପ୍ରତିଶତ ରଖି ପାସ କରିଥିବା ବୈଜୟନ୍ତୀ ଏହାର ଶ୍ରେୟ ବାପା ମା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେବା ସହ ଜଣେ ଡ଼ାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.