ରବିଶଙ୍କର ବିଶ୍ୱବିଦ୍ୟାଳୟରେ ବିଏଡ ଟପ୍ପର ହେଲେ ନୂଆପଡାର ଛାତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଧାକୃଷ୍ଣପଡାର ସ୍ୱୟଂପ୍ରଭା ପତି ରାୟପୁର ସ୍ଥିତ ରବିଶଙ୍କର ବିଶ୍ୱ ବିଦ୍ୟାଳୟରେ ବିଏଡ ପରୀକ୍ଷାରେ ୧୭୦୦ରୁ ୧୪୮୦ ମାର୍କ ରଖି ଟପ୍ପର ହୋଇଥିବା ଜଣାପଡିଛି । ସେ ପିଲାଟି ଦିନରୁ ମେଧାବୀ ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.