ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ଶ୍ରୀ ମନ୍ଦିରରଥ ଖଳା ଠାରେ ତିନି ରଥର କଳସ ଉଠି ଓଲଟ ଶୁଆ ସଂଯୋଗ ହୋଇଛି ଓ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଏବଂ ବେଦୀ ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ସିଂହଦ୍ୱାର ଏବଂ ବଡଦାଣ୍ଡ ସହର ଶୋଭାବର୍ଦ୍ଧନ ହୋଇ ଆଜି ଚମକି ଉଠିଛି । ଏଥିସହ ତିନି ରଥର ବିଜେ ଚକା, ଯେଉଁଠି ଶ୍ରୀବିଗ୍ରହ ମାନେ ବିଜେ କରିଥାନ୍ତି, ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରଥ କାର୍ଯ୍ୟ ପ୍ରାୟ ସମ୍ପର୍ଣ୍ଣ ହୋଇ ଆସୁଛି ।
Next Post