oom

ରାଉରକେଲାରେ କୋଭିଡ୍‌ ୧୯ ଟୀକାକରଣ ପାଇଁ ନୂଆ ନିୟମ

jsmm

ରାଉରକେଲା : ରାଉରକେଲାରେ କୋଭିଡ୍‌୧୯ ଟୀକାକରଣ ପାଇଁ ନୂଆ ନିୟମ ଆସନ୍ତା ମେ ୧୧ ତାରିଖରୁ ଲାଗୁ ହେବାକୁଯାଉଛି । ଦିନେ ଛଡ଼ା ଦିନେ ଟୀକାଦାନ ବ୍ୟବସ୍ଥା ଅନୁଯାୟୀ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବର୍ଗର ହିତାଧିକାରୀ ମାନଙ୍କୁ ଏବେ କେବଳ ଦ୍ୱିତୀୟ ଡୋଜ୍‌ ଟୀକା ଦିଆଯାଉଥିବା ବେଳେ ୪୫ ବର୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ଅନଲାଇନ୍‌ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ ଏଣୁ ସେମାନେ ଟୀକା କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରି ଟୀକା ନେଇ ପାରିବେ । ୧୮ରୁ ୪୪ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଅନଲାଇନ୍‌ ପଞ୍ଜିକରଣ ବାଧ୍ୟତାମୂଳକ । ଯେଉଁମାନେ ପଞ୍ଜିକରଣ କରିସାରିଛନ୍ତି ସେମାନେ ସ୍ଲଟ ବୁକ୍‌ କରିପାରିବେ ।

jittmm
Leave A Reply

Your email address will not be published.