oom

ବିକଳ୍ପ କଣ୍ଟାବାଞ୍ଜି ପକ୍ଷରୁ ଟିକାକରଣ ଉପରେ ଏକ ସମୀକ୍ଷା ବୈଠକ

jsmm

ଆଗଲପୁର, (କେପିଏନଏସ୍‌) : ଆଜି ଆଗଲପୁର ବ୍ଳକର ମନୁପାଲି ଗ୍ରାମରେ ବିକଳ୍ପ କଣ୍ଟାବାଞ୍ଜି ପକ୍ଷରୁ ଟିକାକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଂଚଳର ସମସ୍ତ ପ୍ରଭାବଶାଳୀ ପଞ୍ଚାୟତିରାଜ ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା, ଏସ୍‌ଏଚ୍‌ଜି ନେତ୍ରୀ ପ୍ରସୂତୀ, ଗର୍ଭବତୀ, କିଶୋରୀ ମାନଙ୍କୁ ଟିକାକରଣର ମହତ୍ଵ, ଟିକାକରଣରେ ସହଯୋଗ ଟିକାକରଣ ଛାଡିଯାଇଥିବା ପିଲାକୁ ଟିକାକରଣର ମହତ୍ଵ, କରେନା ପାଇଁ ନିୟମ ବାରମ୍ଵାର ସାବୁନରେ ହାତ ଧୋଇବା ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ଟିକାକରଣ ସଂପର୍କରେ ସମୀକ୍ଷା କରାଯାଇଥିଲା ପିଏପି ଜିଲ୍ଲା ସଂଯୋଜକ ଗୋବିନ୍ଦଚନ୍ଦ୍ର ବିଶି ସଂଯୋଜନ। କରିଥିଲେ ଅଙ୍ଗନୱାଡି ତିଲୋତମା ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିକଳ୍ପ କଣ୍ଟାବାଞ୍ଜିର ସୁଧାଂଶୁ ଶେଖର ନାଗ ବିସ୍ତୃତ ଆଲୋଚନା କରି ପ୍ରଶ୍ନେ।ତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସଠିକ୍ ଉତ୍ତର ଦାତା ମାନଙ୍କୁ ଉତ୍ସାହିତ କରାଯାଇଥିଲା ଆସନ୍ତା ଦିନ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇ ପିଏପି.ର ସ୍ୱାସ୍ଥ୍ୟ କୋଡ଼ିନେଟର ପ୍ରସାନ୍ତ କୁଆଁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.