ରାଜ୍ୟରେ ଆଜି ୪ ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଆଜି ୪ ଜିଲ୍ଲାରେ ଟୀକାକରଣ ବନ୍ଦ ରହିବାକୁ ଥିବା ବେଳେ ରାଜ୍ୟର ୭୫୮ କେନ୍ଦ୍ରରେ ଟୀକାକରଣ ଜାରି ରହିବ । ବାଲେଶ୍ୱର, ପୁରୀ, ସୋନପୁର ଓ କୋରାପୁଟରେ ବନ୍ଦ ରହିବ ଟୀକାକରଣ ।

Leave A Reply

Your email address will not be published.