om academy

ରାଜ୍ୟରେ ପହଞ୍ଚିଲା ୧ ଲକ୍ଷ କୋଭିଡ ଟିକା

jsm

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା କାଲିଠାରୁ ପୁଣିଥରେ ମାଗଣାରେ କୋଭିଡ ଟିକାକରଣ କରାଯିବ । ଏଥିପାଇଁ ମଙ୍ଗଳବାର କେନ୍ଦ୍ରରୁ ୧ ଲକ୍ଷ ଡୋଜ କୋଭିସିଲଡ୍‌ ଟିକା ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲ୍ଲାକୁ ଟିକା ପଠାଯିବ ବୋଲି ଜଣାପଡିଛି । ଯେଉଁମାନେ ଦ୍ୱିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ଟିକା ନେଇନାହାନ୍ତି ସେମାନେ ଜାନୁୟାରୀ ୧୯ରୁ ଆରମ୍ଭ ହେଉଥିବା ଟୀକାକରଣ ଅଭିଯାନରେ ସାମିଲ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

Leave A Reply

Your email address will not be published.