om academy

ଆଜି ବୌଦ୍ଧରେ ସାମ୍ବାଦିକଙ୍କୁ ଟୀକା

jsm

ବୌଦ୍ଧ, (ମମତା ମହାକୁର) : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଜି ବୌଦ୍ଧ ଜିଲାରେ ସ୍ୱତନ୍ତ୍ର ଭାବେ ଟୀକାକରଣ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଚାଲିଛି । ବର୍ତ୍ତମାନ କିଛିଦିନ ହେଲା ଟୀକା ଅଭାବ ଥିବା ଅଭିଯୋଗ ହେଉଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଛି । ସାମ୍ବାଦିକମାନଙ୍କୁ ଟୀକା ପ୍ରଦାନ ଦ୍ୱରା ଆହୁରି ଅନେକ ଲୋକ ସଚେତନ ହେବେ । ଏବେ ଗାଁ ଗଣ୍ଡାରେ ଟୀକାକୁ ନେଇବି ଲୋକଙ୍କ ଭିତରେ ଦ୍ଵନ୍ଦ ଥିବାବେଳେ । ଆଜି ଆଗଧାଡ଼ିର କୋରନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଥିବାରୁ ଅନେକ ଯୁବ ସାମ୍ବାଦିକ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.