ଟିଟିଲାଗଡ଼ର ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ବିଶ୍ୱଜିତ୍ ମନବୋଧ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ବିଶ୍ୱଜିତ ମନବୋଧ । ଶ୍ରୀ ମନବୋଧ ଏହା ପୂର୍ବରୁ ବଲାଙ୍ଗିର ଟାଉନ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଟିଟିଲାଗଡ଼ ସହରର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ, ଟ୍ରାଫିକ୍‌ ସମସ୍ୟାର ସମାଧାନ, ଅପରାଧୀ ଦମନ ନିମନ୍ତେ ଚେଷ୍ଟା କରିବା ନେଇ ସେ ପ୍ରକାଶ କରିଛନ୍ତି । ସେହିପରି ଟିଟିଲାଗଡ଼ର ଥାନାଧିକାରୀ ଅବନୀ ସାହୁଙ୍କୁ ବଲାଙ୍ଗିର ଟାଉନ ଥାନାକୁ ବଦଳୀ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.