ରାଜ୍ୟରେ ଆଗାମୀ ଦୁଇ ଦିନ ବଢ଼ିବ ତାତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଗାମୀ ଦୁଇ ଦିନ ବଢ଼ିବ ତାତି । ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାରେ କୁହାଯାଇଛି ଯେ, ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବ ଦିନ ତାପମାତ୍ରା । କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ । ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ । ଏନେଇ ଅଂଶୁଘାତ ପାଇଁ ଏସ୍‌ଆର୍‌ସି ସତର୍କ କରାଇଛନ୍ତି ।

Leave A Reply

Your email address will not be published.