ତରଭା ଅଗ୍ନିଶମ ସେବା କେନ୍ଦ୍ର ଜଳମୟ

ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭାର ଅଗ୍ନିଶମ ସେବା କେନ୍ଦ୍ର ଜଳମୟ ହୋଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ସାରା ଅଚଂଳରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଅଗ୍ନିଶମ ସେବା କେନ୍ଦ୍ରରେ ବର୍ଷା ପାଣି ପଶି ଆଣ୍ଠୁଏ ଲେଖାଏଁ ପାଣି ଜମିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.