jayashree

ତାଲା ଭାଙ୍ଗି ନେଇଗଲେ ୧୨ ଗ୍ରାମ ସୁନା ଓ ୨୦ ଲକ୍ଷ ଟଙ୍କା

ଝାରସୁଗୁଡା : ସଦର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀର କଣ୍ଟାକ୍ଟର ରବୀନ୍ଦ ପାଢୀଙ୍କ ଘର ତାଲା ଭାଙ୍ଗି ଗତକାଲି ରାତିରେ କେହି ଦୁବୃର୍ତ୍ତ ୧୨ ଗ୍ରାମ ଓଜନର ସୁନା ଅଳଙ୍କାର ଓ ନଗଦ ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.