om academy

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ମାର୍ଗଦର୍ଶିକା ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ

jsm

ଭୁବନେଶ୍ୱର : କରୋନା ସଂକ୍ରମିତ ବ୍ୟକ୍ତି ଯଦି ଗୃହ ସଙ୍ଗରୋଧରେ ଅଛନ୍ତି, ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ମାର୍ଗଦର୍ଶିକା ପାଳନ କରନ୍ତୁ । ଏହା ଦ୍ୱାରା ସଂକ୍ରମିତ ନିଜେ ସୁରକ୍ଷିତ ରହିବା ସହ ତାଙ୍କ ଆଖପାଖ ଲୋକ ମଧ୍ୟ ସୁରକ୍ଷିତ ରହିବେ । ସଚେତନ ହୁଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.