ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳୁଛି ଓଡ଼ିଶାର ମହାନ୍ ଲୋକକଳାର ବିଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳୁଛି ଓଡ଼ିଶାର ମହାନ୍ ଲୋକକଳାର ବିଭବ । କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର, ମୟୁରଭଞ୍ଜ, ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁର ଓ ବୌଦ୍ଧ ଇତ୍ୟାଦି ଜିଲ୍ଲାରେ ସ୍ଥାନୀୟ ସାଂସ୍କୃତିକ ଦଳ ପ୍ରଦର୍ଶିତ କରିଛନ୍ତି ଓଡିଆ ଲୋକକଳା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.