ମାଲକାନଗିରି : ଏକଦା ମାଓଗଡ଼ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକସ୍ଥ ବିଛିନ୍ନାଞ୍ଚଳ ଯାହା ଏବେ ସ୍ୱାଭିମାନ ଅଞ୍ଚଳ ହୋଇଛି । ସେ ଅଞ୍ଚଳକୁ ଦୀର୍ଘ ୧୨ ବର୍ଷ ପରେ ୫ଟି ସଚିବ ଭି.କେ ପଣ୍ଡିଆନଙ୍କ ସହିତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର କ୍ରୀଡା ସଚିବ ଓ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ପହଁଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ।
Prev Post