centurian jitm

ସୁରକ୍ଷିତ ମାତୃତ୍ଵକୁ ଆଶ୍ୱାସନା ପ୍ରଦାନ କରୁଛି ‘ସୁମନ’ କାର୍ଯ୍ୟକ୍ରମ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁରକ୍ଷିତ ମାତୃତ୍ଵକୁ ଆଶ୍ବାସନା ପ୍ରଦାନ କରୁଛି “ସୁମନ” କାର୍ଯ୍ୟକ୍ରମ । ବିନା ମୂଲ୍ୟରେ ୧୦୮ ଆମ୍ବୁଲାନ୍ସ ସେବା, ଅତି କମ୍‌ରେ ୪ଥର ପ୍ରସବ ପୂର୍ବ ଅଲଟ୍ରାସାଉଣ୍ଡ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଆଦର ସମ୍ମାନ ସହ ସେବା ପ୍ରଦାନକୁ ସୁନିଶ୍ଚିତ କରୁଛି ସୁମନ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.