oom

ପଦ୍ମପୁର ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବରଗଡ଼ର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୩ ନମ୍ବର ପର୍ଯ୍ୟାୟର ଶୁଖିଲା ଖାଦ୍ୟ କିସ୍ କିଟ୍ର ପ୍ରତିଷ୍ଠାତା ଡ଼ା ଅଚ୍ୟୁତ ସାମନ୍ତ ପଠାଇ ଥିବାରୁ ଆଜି ଛଅଟି ବ୍ଲକରେ କିସ୍ ଅଭିଭାବକ ସଂଘର ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ, କିସ୍‌ର ଷ୍ଟାପ୍ ସଦାନନ୍ଦ ବାରିକ, ସତବାନ ବରିହା ଓ ଝାରବନ୍ଧ ବ୍ଲକ ସଭାପତି ମାନଭଞ୍ଜନ ମିର୍ଦ୍ଧା, ବ୍ଲକ ସଂପାଦକ ତିଲକ ରାମ ବରିହା, ରାଜକୁମାର ଭୁଏ, ସୋହେଲାର ବିନୋଦିନି ନାଏକ, ଉମାକାନ୍ତ ମଲ୍ଲିକ, ଗାଇସିଲେଟର ମନୋଜ ବୁଡ଼େକ, ମିର୍ଥିଲା ବୁଡ଼େକ, ପଦ୍ମପୁରର ଗିତାରାଣି ଧରୁଆ, ବିଜେପୁରର ଗଜିନ୍ଦ୍ର ବରିହା ଓ ଆଦିବାସୀ କଲ୍ୟାଣ ସଂଘର ସଭ୍ୟ ମାନଙ୍କ ସହଯୋଗରେ ଝାରବନ୍ଧ, ପାଇକମାଲ, ପଦ୍ମପୁର, ଗାଇସିଲେଟ, ବିଜେପୁର, ସୋହେଲା ବ୍ଲକରେ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.