ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଜାମୁଟରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଗୁରୁବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ମୁଖ୍ୟ ପୂଜକ ଯୁଧିଷ୍ଠିର ହୋତାଙ୍କ ତତ୍ତ୍ୱାବଧାନେ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦିତ ହୋଇଛି । ଶ୍ରୀନିବାସ ମିଶ୍ର, ସୁବାସ ଦାସ, ନାଥ ଦାସ ସହଯୋଗ କରିଥିଲେ । ଡୋଳାମଣି ମାଝୀ ଓ ପତ୍ନୀ କାନ୍ତି ମାଝୀ କର୍ତ୍ତା ଥିଲେ ।

Leave A Reply

Your email address will not be published.