ସମାଜସେବୀ ଲଳିତ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ

ବଲାଙ୍ଗିର, (କେପିଏନ୍ଏସ୍) : ସମାଜସେବୀ ଲଳିତ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବିୟୋଗ ବଲାଙ୍ଗିର ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଦଳିତ, ନିଷ୍ପେସିତଙ୍କ ଚିରସାଥୀ ଲଳିତ ନାୟକ ସବୁବେଳେ ସମସ୍ତଙ୍କ ମଧ୍ୟରେ ଆଦର୍ଶ ହୋଇ ବଂଚି ରହିବେ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରଦୀପ କୁମାର ଖମାରୀ ତଥା ସମସ୍ତ ସଦସ୍ୟ ବୃନ୍ଦ।

jittmm
Leave A Reply

Your email address will not be published.