ସୌମ୍ୟକାନ୍ତ ବଲିଆରସିଂ ପୋଲିସ ପଦକରେ ସମ୍ମାନିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ପୋଲିସରେ କାର୍ଯ୍ୟରତ ଏସଆଇ ସୌମ୍ୟକାନ୍ତ ବଲିଆରସିଂ ଆଜି ତାଙ୍କ ଉତ୍ତମ କାର୍ଯ୍ୟ ପାଇଁ ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଜି ରାଉରକେଲା ଠାରେ ଅନୁଷ୍ଠିତ ଏକ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଥିଲେ । ଯୁବ ଏସଆଇ ଶ୍ରୀ ବଲିଆରସିଂ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ କରୋନା ସମୟରେ ବେଶ ତତ୍ପରତା ସହ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.