ପାଟଣାଗଡ : ଆଜି ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଖପ୍ରାଖୋଲ ଗସ୍ତରେ ଯାଇଥିବା ଜଣାପଡ଼ିଛି । ପୂର୍ବତନ ବିଧାୟକ ଶ୍ରୀ ମେହେର ଖପ୍ରାଖୋଲ ଗସ୍ତରେ ଯାଇଥିବା ବେଳେ ଖପ୍ରାଖୋଲ ଗସ୍ତରେ ଯାଇ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ୪ ନମ୍ବର ଜୋନର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଦଳର ସାଙ୍ଗଠନିକ ବିଷୟକୁ ନେଇ ଖପ୍ରାଖୋଲ ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଲୋଚନା କରିଛନ୍ତି । ଏହି ସମୟରେ ପୂର୍ବତନ ବିଧାୟକ ଶ୍ରୀ ମେହେର ସହ ବହୁ ବିଜେଡ଼ି ନେତା ଉପସ୍ଥିତ ଥିଲେ ।