oom

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ରବିବାର ଭୋର ସକାଳ ୪.୩୦ ମି.ରେ ରୁଗୁଡିପଡା ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗରଠାରେ ପୂଜାଅର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା । ପୂଜା କାର୍ଯ୍ୟରେ ମୁଖ୍ୟ ପୂଜକ ସଚିକାନ୍ତ ମିଶ୍ର, ନିରଞ୍ଜନ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା, ଭାଗରଥି ମହାକୁର, ଡମ୍ବରୁ ପଶାୟତ, ଶିଶିର, ସ୍ୱସ୍ଥିକ ସାହୁ ପ୍ରମୁଖ ସହଯୋଗ କରିଥିଲେ । କର୍ତ୍ତା ଭାବରେ ସିଦ୍ଧାନ୍ତ ପୂଜାରୀ ଓ ତାଙ୍କ ସହ ଧର୍ମଣୀ ବର୍ଷାରାଣୀ ଦାୟିତ୍ୱ ତୁଳାଇଥିଲେ । ଏହି ଶୋଭାଯାତ୍ରାରେ ପୂଜା କମିଟିର ସଭାପତି ଚେତନାନନ୍ଦ ପଣ୍ଡା, ଉପସଭାପତି ସଂଜୀବ ଶତପଥି ଓ ପ୍ରଦୀପ ପଟ୍ଟନାୟକ, ସହ-ସଂପାଦକ କାହ୍ନୁ ବଗର୍ତ୍ତି, ଟିଙ୍କୁ ବାଗ, କୋଷାଧ୍ୟକ୍ଷ ଦେବାଶିଷ ମହାକୁର, କାର୍ଯ୍ୟକାରୀ ସଦସ୍ୟ ଶିବାନନ୍ଦ ବାଗ, ଅରୁଣ ନାଏକ, ବିଷ୍ଣୁ ଦତ୍ତ ହୋତା, ନୟନ ମହାନ୍ତି, ବାଜୁ ଦାସ, ଶ୍ରୀକାନ୍ତ ରାଉତ, ସଙ୍କେତ ବଗର୍ତ୍ତି, ହୃଶି ପଟ୍ଟନାୟକ, ତଥାଗତ ବାଗ, ମିଳନ ସାହାଣୀ, ବିଭୁତି ଭୂଷଣ ମିଶ୍ର, ନାନୁ ମଲ୍ଲିକ, ଚରଣ ସାହାଣୀ, ଆନନ୍ଦ ସାହୁ, ତପନ ସେଠ, ଶିବୁ ଡୁଙ୍ଗ ଡୁଙ୍ଗୁରି, ରମେଶ ସାହୁ, ସୁମିତ ବଗର୍ତ୍ତୀ, ସ୍ୱରୁପ ରଥ, ରାହୁଲ ସେଠ୍‌, ପ୍ରଶାନ୍ତ ସାହାଣୀ, କିସନ ପଟ୍ଟନାୟକ, ଚିନ୍ମୟ ଚାନ୍ଦ, ମୁନା ସେଠ, ତପନ ସେଠ, ପ୍ରେମ ସେଠ, ଦିପକ ବାଗ, ତଥାଗତ ବାଗ, ଚିନୁ ବେହେରା, ସ୍ୱରୁପ ରଥ, ନାଡୁ ନିଆଲ, ପ୍ରମୋଦ ନନ୍ଦ, ସୁମିତ ବଗର୍ତ୍ତି, ତାପସ ମହାନ୍ତି, ସରଞ୍ଜିତ ସାହାଣି, ହୃଷି ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ଜାଲ, ବିଶ୍ୱ ରଂଜନ ସିଂହ, ପଂଚାନନ ଗଉଡ, ରାଜେଶ ଘିବେଲା, ବୁବୁନ ନାୟକ, ଗୋପିନାଥ ଚନ୍ଦନ, ସୁବାଷ ନାଏକ, କଏଁରୁ ବରିହା, ଜନ୍ମଜୟ ଚନ୍ଦନ, ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.