om academy

ମାଥିଲି ପରିକ୍ରମା କରି ଶହୀଦ ସାଧକଙ୍କ ସ୍ମୃତିଚାରଣ କଲା ଅହିଂସା ରଥ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଡାକରାରେ ଝାସ ଦେଇଥିଲେ ଅବିଭକ୍ତ କୋରାପୁଟର ଅଗଣିତ ସାଧକ । ମାଲକାନଗିରି ମାଥିଲି ମଧ୍ୟ ଏହି ଆନ୍ଦୋଳନର ସାକ୍ଷ୍ୟ ବହନ କରିଥିଲା । ଗତକାଲି ଅହିଂସା ରଥ ମାଥିଲି ପରିକ୍ରମା କରି ଏହି ମାଟିର ଶହୀଦ ସାଧକଙ୍କ ସ୍ମୃତିଚାରଣ କରିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.