om academy

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

jsm

ମୟୂରଭଞ୍ଜ : ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଗତକାଲି ଠାରୁ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ରେଞ୍ଜ ଅଫିସରମାନେ ବାଘ ଗଣନା ଆରମ୍ଭ କରିଦେଇଛନ୍ତି । ୧୭୪ ଷ୍ଟେସନ ମାଧ୍ୟମରେ ମୋଟ ୮୮୦ କର୍ମଚାରୀ ଏଥିର ସହଯୋଗ କରୁଛନ୍ତି । ଏହି ଗଣନା ନୂଆ ଟେକ୍ନୋଲୋଜି ବ୍ୟବହାର ପୂର୍ବକ ବିକଶିତ ମୋବାଇଲ ଆପ ମାଧ୍ୟମରେ ଏଥର ବିନା କାଗଜ କଲମରେ କରାଯାଉଥିବା ବେଳେ ଏହା ଡିସେମ୍ବର ୫ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ ।

Leave A Reply

Your email address will not be published.