ପାଇକମାଲ କୃଷି ବିଭାଗରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ଭାରତରେ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପାଇକମାଲ କୃଷି ନିର୍ଦ୍ଦେଶାଳୟଠାରେ ମଧ୍ୟ ପତାକା ଉତ୍ତୋଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୃଷି ନିର୍ଦ୍ଦେଶାଳୟଠାରେ ଆତ୍ମା ସଭାପତି ଯୋଗେନ୍ଦ୍ର ଭୋଇ ପତାକା ଉତ୍ତୋଳନ କଲେ ଏବଂ ସହିଦ୍ ବୀର ଜବାନ ଓ ଡ଼ା. ଭୀମରାଓ ଆମ୍ବେଦକର କିପରି ଆଇନ ପ୍ରଣୟନ କଲେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେହି ସ୍ଥାନରେ କୃଷି ନିର୍ଦ୍ଦେଶକ ସୋମନାଥ ମହାପାତ୍ର, ସହ କୃଷି ନିର୍ଦ୍ଦେଶକ ଯୋଗେଶ୍ୱର ପଟେଇ, ଯୁଗନ୍ତ ଛତ୍ରିଆ, ଅମର ହଂସ, ବୀର ଜବାନ ଡୋଲାମଣୀ ବଢେଇ ଓ କିଷାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.