lika

ଦିବଂଗତ ଚିତ୍ରଶିଳ୍ପୀ ତଥା ଅଭିନେତା ପଦ୍ମନାଭ ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

gbag

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହାନଦୀ ସାହିତ୍ୟ ସଂସଦ ପରିସରରେ ଓଡ଼ିଶାର ବରେଣ୍ୟ ଚିତ୍ରଶିଳ୍ପୀ ତଥା ବରିଷ୍ଠ ଅଭିନେତା ଏବଂ ମହାନଦୀ କଳା ସଂମ୍ମାନ ପ୍ରାପ୍ତ ପଦ୍ମନାଭ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କବି ତଥା ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର, କବି ବେଣୁଧର ପ୍ରଧାନ, କବି ପ୍ରଭୁଦତ୍ତ ରଥ, ଅଭିନେତା ତଥା କଥାକାର କ୍ଷୀରୋଦ ବିଶ୍ବାଳ, କବି ବିଘ୍ନରାଜ ପଣ୍ଡା ଏବଂ କବି ରଂଜୁ ଅମାତ୍ ଯୋଗଦାନ କରି ଦିବଂଗତ ଆତ୍ମାଙ୍କ ପ୍ରତି ଶୋକାର୍ତ୍ତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.