oom

କୃଷକ ପ୍ରଶିକ୍ଷଣ ଶିବିର

jsmm

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଳକ୍‌ ରେଙ୍ଗାଲି ବଞ୍ଜାରେନ କୃଷକ ସଂଗଠନ କାର୍ଯ୍ୟାଳୟଠାରେ କୃଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପ୍ରବୀଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିବେକାନନ୍ଦ ପଧାନ, ରିଙ୍କୁ ସାହୁ, କରମ ସାହୁ, ମନୋରଥ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.