ଆସନ୍ତାକାଲି ଶପଥ ନେବେ ମୋଦୀ

ନୂଆଦିଲ୍ଲୀ : ଆସନ୍ତାକାଲି ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀ ରବିବାର ଦିନ ହାଇ ଆଲର୍ଟରେ ରହିବ । ପାରାମିଲିଟାରୀ କର୍ମଚାରୀ, ଏନଏସଜି କମାଣ୍ଡୋ, ଡ୍ରୋନ୍ ଏବଂ ସ୍ନାଇପରଙ୍କର ପରି ବହୁ ଉଚ୍ଚ ସ୍ତରୀୟ ସୁରକ୍ଷା ଏହି କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନରେ ନି‌ୟୋଜିତ ହେବ ବୋଲି ଦିଲ୍ଲୀ ପୁଲିସର ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.