ଟିକିଏ ସତର୍କତା, କରୋନା ଠାରୁ ଦୂରତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲକଡାଉନ୍ ସମୟରେ ସାମୁହିକ ଉତ୍ସବ ପାଳନ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସରକାର ଜାରି କରିଥିବା କୋଭିଡ୍ ନିର୍ଦ୍ଦେଶାବଳୀ ନିଷ୍ଠାର ସହ ପାଳନ କରନ୍ତୁ । ରଜ ଉତ୍ସବ ଦୃଷ୍ଟିରୁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.