ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ସଂକ୍ରମଣ ଘାତକ ଅଟେ । ଜରୁରୀ କାର୍ୟ୍ୟରେ ବାହାରକୁ ଗଲେ ସଠିକ୍ ଭାବରେ ମାସ୍କ ପରିଧାନ କରନ୍ତୁ, ଶାରୀରିକ ଦୂରତା ବଜାୟ ରଖନ୍ତୁ ଏବଂ ଭଲ ଭାବରେ ସାବୁନରେ ହାତ ଧୁଅନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.