oom

ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁରେ ଅବସରପ୍ରାପ୍ତ ଶିକ୍ଷକ ସ୍ଵର୍ଗତ ବିଜୟ କୁମାର ମହାନ୍ତିଙ୍କ ଦ୍ଵାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା । ଏଥିରେ ତାଙ୍କ ପରିବାର ଆତ୍ମୀୟ ସ୍ୱଜନ, ପୁରାତନ ଛାତ୍ର ସଂସଦ ସହ ତାଙ୍କ ପୂର୍ବତନ ସହକର୍ମୀ ଗନିଆପାଳିର କୃପାସିନ୍ଧୁ ଭୋଇ, କବିରତ୍ନ କୃଷ୍ଣଚନ୍ଦ୍ର ଭୋଇ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ପୂର୍ବତନ ଏନଏସି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ଶିରିଶ ବହିଦାର ଉପସ୍ଥିତ ଥିଲେ । ସମସ୍ତେ ସ୍ୱର୍ଗତ ମହାନ୍ତିଙ୍କ ଶିକ୍ଷକତା ସମୟର ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.