ମାଣ୍ଡୋସିଲ୍‌ ସାର୍ବଜନୀନ ଦୁର୍ଗାପୂଜା ପାଇଁ ରାବଣ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ୍‌ ସାର୍ବଜନୀନ ଦୁର୍ଗାପୂଜା ପାଇଁ ରାବଣ ବରଣ ହୋଇଯାଇଛି । ଆସନ୍ତା ଅକ୍ଟୋବର ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାରରେ ଗୋପବନ୍ଧୁ ସାହୁ ରାବଣ ଭୂମିକାରେ ଅଭିନୟ କରିବେ ଏଣୁ ଶନିବାର ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଶ୍ରୀ ସାହୁଙ୍କୁ ରାବଣ ବରଣ କରାଯାଇଛି ।

Leave A Reply

Your email address will not be published.