ସରପଞ୍ଚ ହେବତ ଏମିତି : ଲାଇଟଖୁମ୍ବକୁ ନିଜେ ଚଢି ଲାଇଟ ଲଗାଇଲେ ସରପଞ୍ଚ

ପାଟଣାଗଟଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ସାରା ଜିଲ୍ଲାରେ ଏବେ ଚର୍ଚ୍ଚାରେ ରହିଛନ୍ତି । ସରପଞ୍ଚ ଶ୍ରୀ ନାଏକଙ୍କୁ ଲାଇଟ ଜଳୁନଥିବା ଗ୍ରାମବାସୀ ଖବର ଦେଇଥିବା ବେଳେ ଖବର ଶୁଣି ସଙ୍ଗେ ସଙ୍ଗେ ନିଜେ ଲାଇଟଖୁମ୍ବକୁ ଚଢି ଲାଇଟ ଲଗାଇଥିଲେ । ତେବେ ସରପଞ୍ଚଙ୍କ ଏଭଳି କାମ ପାଇଁ ସେ ସାରା ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

Leave A Reply

Your email address will not be published.