ନାମାଙ୍କନ ପତ୍ର ଖାରଜ ପରେ ଧାରଣାରେ ବସିଲେ ଆଶାୟୀ ସରପଂଚ ପ୍ରାର୍ଥିନୀ

ମୟୁରଭଂଜ : ନାମାଙ୍କନ ପତ୍ର ଖାରଜ ପରେ ଧାରଣାରେ ବସିଛନ୍ତି ଆଶାୟୀ ସରପଂଚ ପ୍ରାର୍ଥିନୀ ତନ୍ମୟୀ ହାଁସଦା । ନାମାଙ୍କନ ଦାଖଲ ପରେ ଯାଂଚ ପ୍ରକିୟାରେ ଆଶାୟୀ ସରପଂଚ ପ୍ରାର୍ଥିନୀ ତନ୍ମୟୀ ହାଁସଦାଙ୍କ ନାମାଙ୍କନ ଖାରଜ ହେବା ପରେ ସରପଂଚ ପ୍ରାର୍ଥିନୀ ଜଣଙ୍କ ଧାରଣା ଦେଇଛନ୍ତି । ଏପରିକି ପୁନଃ ଯାଂଚ କରାଯାଇ ନିର୍ବାଚନ ଲଢିବାକୁ ସୁଯୋଗ ଦିଆ ନଗଲେ ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେବା ପାଇଁ ସେ କହିଛନ୍ତି ।

Leave A Reply

Your email address will not be published.