
ଭୁବନେଶ୍ୱର : ମୋହନ ସରକାର ଶପଥ ନେବାର ୨୪ ଘଂଟା ନପୂରୁଣୁ ରାଜ୍ୟରୁ ହଟିଛି ୫-ଟି ଓ ମୋ’ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମୋହନ ସରକାରଙ୍କ ଏକ ମାଷ୍ଟ୍ରର୍ଷ୍ଟ୍ରୋକ୍ ବୋଲି ସାଧାରଣରେ ଆଲୋଚନା ହେଉଛି ।

Recover your password.
A password will be e-mailed to you.