ରାଜନୀତିରୁ ସନ୍ନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ରାଜନୀତିରୁ ସନ୍ନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରିପୋଖରୀରୁ କଂଗ୍ରେସରୁ ଲଢ଼ି ପରାସ୍ତ ହୋଇଛନ୍ତି ନିରଞ୍ଜନ । ସେ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଏହା ମୋର ଶେଷ ନିର୍ବାଚନ’, ‘କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିନି’, ‘ଆଉ ଭୋଟ୍ ରାଜନୀତିରେ ଭାଗ ନ ନେବାକୁ ସ୍ଥିର କରିଛି’ ।

Leave A Reply

Your email address will not be published.