ଭୁବନେଶ୍ୱର ସାଂସଦ କ୍ଷେତ୍ରରେ ପୁଣି ଅପରାଜିତା

ଭୁବନେଶ୍ୱର : ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଆସନରେ ପୁଣି ବିଜୟିନୀ ହୋଇଛନ୍ତି । ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜିମାତ୍‌ କରିଛନ୍ତି । ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ୍‌ ଦେଖିବାକୁ ମିଳିଛି ।

Leave A Reply

Your email address will not be published.