centurian jitm

ସଂସ୍କୃତି ଟିଭି ଓଡିଶା ତରଫରୁ ସମ୍ମାନିତ ହେଲା ସଂକଳ୍ପ ପରିବାର

nschool

ବରଗଡ, (ନିରୋଜ କୁମାର ପାଣୀ) : ସଂସ୍କୃତି ଟିଭି, ଓଡ଼ିଶାର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅସହାୟ ସେବାରେ ସମର୍ପିତ ସାମାଜିକ ଅନୁଷ୍ଠାନ “ସଂକଳ୍ପ ପରିବାର” ବରଗଡ଼କୁ ଗତକାଲି ସମ୍ବଲପୁର ଆଇଏମ୍‌ଏ କନ୍‌ଫରେନ୍ସ ହଲଠାରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଡ. କଳାକାହ୍ନୁ ଅଗ୍ରଓ୍‌ବାଲ, ସଂସ୍କୃତି ଟିଭି ସମ୍ପାଦକ ତାପସ୍ୱିନୀ ବେହେରା, ସନ୍ତୋଷ ବେହେରା ପ୍ରମୁଖ ଅତିଥିଙ୍କ ଗହଣରେ ସଂକଳ୍ପ ପରିବାର ସମ୍ମାନ ପତ୍ର ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.