oom

ଲୋଇସିଂହା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସଂକଳ୍ପ ଯାତ୍ରା

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋଇସିଂହା ବ୍ଲକ ବିଜେପି ଯୁବମୋର୍ଚ୍ଚା ତରଫରୁ ଯୁବ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଦିପ ସା’ଙ୍କ ନେତୃତ୍ୱରେ ରାଜ୍ୟ ଯୁବମୋର୍ଚ୍ଚା ନିମନ୍ତ୍ରିତ ସଦସ୍ୟ ନର୍ସିଙ୍ଗ ସିଂ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭୋଲା ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କୈଳାସ ଗହିର, ଲୋଇସିଂହା ଯୁବମୋର୍ଚ୍ଚା ସଭାପତି ବୁଲୁ ବାଦୀ, ଦୀପକ ବାଗ, ସରୋଜ ସାହୁ, ବିଟୁ ବାରିକ, ପ୍ରଦୀପ ମିଶ୍ର, ସୀତାରାମ ପଧାନ, ନେପାଳ ସା ପ୍ରମୁଖ ଯୁବମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ଲୋଇସିଂହା ଅଗ୍ରସେନ ଭବନରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସଂକଳ୍ପ ଯାତ୍ରା କରିଥିଲେ ।

jittmm
Leave A Reply

Your email address will not be published.