ତେଲେଙ୍ଗାପେଣ୍ଠର ସ୍ୱରାଜ ଆଶ୍ରମରୁ ସଂଗୃହୀତ ହୋଇଛି ପବିତ୍ର ମାଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଟକ ତେଲେଙ୍ଗାପେଣ୍ଠର ସ୍ୱରାଜ ଆଶ୍ରମ, ଯେଉଁଠାରେ ମହାତ୍ମାଗାନ୍ଧୀ ରାତ୍ରୀ ରହଣୀ କରିଥିଲେ, ସେହି ପବିତ୍ର ସ୍ଥଳରୁ ସଂଗୃହୀତ ହୋଇଛି ପବିତ୍ର ମାଟି । ଗଡଗଡିଆ ଘାଟ, ଯେଉଁଠାରୁ ମହାଦେବଙ୍କ ଜଳାଭିଷେକ ନିମନ୍ତେ ଲକ୍ଷ ଲକ୍ଷ ଶିବଭକ୍ତ ଜଳ ସଂଗ୍ରହ କରନ୍ତି, ସେହି ପୂଣ୍ୟ ସ୍ଥାନରୁ ଜଳ ଆନିତ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭିଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.