ବଲାଙ୍ଗିର ଦିନ ପାଇଁ ଜାତି, ସମାଜ ଓ ସଙ୍ଗଠନ ଏକାଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ ଆୟୋଜକ କମିଟିର ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ପି.ପି. ଏକାଡେମୀ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନ୍‌କୁ ଅଧିକ ଧୁମ୍‌ଧାମ୍‌ରେ ପାଳନ ପାଇଁ ଆୟୋଜକ କମିଟି ପକ୍ଷରୁ ବିଭିନ୍ନ ସାମାଜିକ, ସାଂସ୍କୃତିକ, ଜାତି ସମାଜ, ରାଜନୈତିକ, ସାମ୍ବାଦିକ, ଶିକ୍ଷାବିତ, କ୍ରୀଡାବିତ, ବିଭିନ୍ନ ସଂଗଠକ, ସଂଗଠନ, ବ୍ୟକ୍ତି ବିଶେଷ ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ମତାମତ ପ୍ରଦାନ କରିଥିଲେ । ସେହି ଆଧାରରେ ବଲାଙ୍ଗିର ଦିନ ପାଳନ ହେବ ନଭେମ୍ବର ୧ ବଲାଙ୍ଗିର ଦିନ ସକାଳୁ ୯ଟାରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଧୁମ୍‌ଧାମ୍‌ରେ ପାଳନ ହେବ ଏବଂ ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲାର ସମସ୍ତଙ୍କ ଘରେ ଝୋଟି ଏବଂ ଦୀପ ପ୍ରଜ୍ଜଳନ କରିବା ପାଇଁ ନିଷ୍ପତି ନିଆଯାଇଛି ଏବଂ ନଭେମ୍ବର ୨ରେ ସାଂସ୍କୃତିିକ ସନ୍ଧ୍ୟା ବା ଉଦ୍‌ଯାପନୀ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଡ. ଶ୍ରୀକର ମିଶ୍ର, ପ୍ରତାପ ରଥ, ଦିନେଶ ଶର୍ମା, ଲୋଟସ ଷଡଙ୍ଗି, ବିଶ୍ୱ ମୋହନ ଜେନା, ପ୍ରଦୀପ୍ତ ମିଶ୍ର, ହିମାନୀ ତ୍ରିପାଠି, ସଂଗୀତା ଦାଶ, ନୂତନ ଦାସ, ରୋଜିତା ହୋତା, ନିରୁପମା ଉଦ୍‌ଗାତା, ଆକାଶ ମହାନା, ବିନୋଦ କାଲସାଏ, ସତ୍ୟ ହୋତା, ସୁମେଶ ଡାଙ୍ଗ, ମଧୁ ନାୟକ, ସୌରଭ ବାରିକ, ରାଜକୁମାର ବରାଡ, ସତ୍ୟନାରାୟଣ ଭୋଇ, ସଂକିର୍ତ୍ତନ ତ୍ରିପାଠୀ, ସତ୍ୟ ପାଢି, ସୁବ୍ରତ ଯୋଷୀ, ଅକ୍ଷୟ ତ୍ରିପାଠି, ସନ୍ତୋଷ ହୋତା, ଧନଞ୍ଜୟ ମିଶ୍ର, ଡ. ଘାସିରାମ ମିଶ୍ର, ବିକ୍ରମ ବହିଦାର, ପର୍ଶୁରାମ ନାୟକ, ଶୁଭ୍ରାଂଶୁ ପଟେଲ, ଜଗନ୍ନାଥ ଷଡଙ୍ଗୀ, ଶମ୍ଭୁ ନାଗ, ସୁରେଶ ଯାଦବ, ଅମ୍ବରେଶ ତ୍ରିପାଠୀ, ଜୟକୃଷ୍ଣ ମିଶ୍ର, କିଶୋର ରଥ, ସୋମନାଥ ମିଶ୍ର, ଶ୍ୟାମସୁନ୍ଦର ଦାଶ, ବସନ୍ତ ଆଚାର୍ଯ୍ୟ, ମମତା ଜେନା, ଶ୍ରାବଣୀ ମେହେର, କସ୍ତୁରୀ ରଥ, ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ପୂର୍ଣ୍ଣ ତ୍ରିପାଠୀ, ବିବେକ ପଟେଲ, କପିଳେଶ୍ୱର ଖମାରୀ, ଚୁଡାମଣି ବାରିକ, ବସନ୍ତ ତ୍ରିପାଠୀ, ଚିତ୍ତରଂଜନ ବଗର୍ତ୍ତି, ଜିତେନ୍ଦ୍ରୀୟ ଚନ୍ଦନ, ସିନୁ ସୁନ୍ଦର ପାଢି, ପାର୍ଥ କରନ, ଅନୁପ୍ରୀୟା ମିଶ୍ର, ଟିକଲ ପଟେଲ, ଶ୍ରୀକାନ୍ତ ବେହେରା, ଋତୁରାଜ ପ୍ରଧାନ, ଅଷ୍ଟମୀ ନାଗ, ପୂଜା ସାହୁ, ଜ୍ୟୋର୍ତିମୟୀ ସାହୁ, ମୌସୁମୀ ବାନାର୍ଜି, ରୁପାଲି ବ୍ୟାସ, କଳ୍ପନା ବ୍ୟାସ, ରବି ଖମାରୀ, ରାମ ଦାସ, ବିଶ୍ୱମୟ ପୁଝାରୀ, ଆଶୁତୋଷ ବାଗ, ଚିତ୍ରସେନ ବେହେରା, ମିଲି ବାରିକ, ସୁଷମା ଦାଶ, ନିହାରିକା ମିଶ୍ର, ବନଶ୍ରୀ ଆଚାର୍ଯ୍ୟ, ରମାକାନ୍ତ ମେଶ୍ୱା, ବିରେନ୍ଦ୍ର ପାଣ୍ଡେ, ରଶ୍ମି ପାତ୍ର, ସନ୍ଦିପ ବାଗ, ଅପ୍ରମିତ ପରିଚ୍ଛା, ଅଙ୍କିତ ସାହୁ, ହରିଶ ଭନାନି, ମନୋଜ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.