ସ୍କୁଟି ବୋଝେଇ ଟ୍ରକ ନିଆଲାଗି ସମ୍ପୂର୍ଣ୍ଣ ଧ୍ଵଂସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିନବେଳା ଛତ୍ରପୁର ବାଇପାସ୍ ଛକ ନିକଟରେ ଏକ ଦୂରଗାମୀ ୩୩ଟି ବ୍ୟାଟେରୀ ସ୍କୁଟି ବୋଝେଇ ଟ୍ରକ ନିଆଲାଗି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି । କୌଣସି ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ହାଇୱେ ପୋଲିସ ବାହିନୀ ପହଞ୍ଚି ଘଟଣାର ତଦନ୍ତ କରି ନିରାପତ୍ତା ରକ୍ଷା କରିଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ ।

jittmm
Leave A Reply

Your email address will not be published.