om academy

ଘୁନସର ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଯୁବନେତା ରବି

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ବିକାଶ ସ୍ୱପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି ଜଣେ ଯୁବକ । ଘୁନସର ପଞ୍ଚାୟତରେ ସମିତି ସଭ୍ୟ ପଦବୀ ଆସନ ପାଇଁ ଆଜି ଯୁବନେତା ରବି ଚନ୍ଦ୍ର ନାଏକ ସ୍ଥାନୀୟ ବିଡ଼ିଓ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହି ଯୁବନେତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.