ବୀରମହାରାଜପୁରରେ ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପ୍ ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଏବଂ ବଲାଙ୍ଗିର ଟାଉନ୍ ଇନ୍‌ଚାର୍ଜ ଯୋଗ ଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଗାଁ ଗାଁ ଯାଇ କାମ କରିବାକୁ ପଡ଼ିବ ଓ ବୁଥ୍ ଲେବେଲ୍ ପର୍ଯ୍ୟନ୍ତ ସଂଗଠନ ଏବଂ କାର୍ଯ୍ୟକର୍ତ୍ତା ପ୍ରସ୍ତୁତ କରିବା ପାଇଁ ପରିଶ୍ରମ କରିବାକୁ ପଡିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ ।

Leave A Reply

Your email address will not be published.