oom

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କୁ ସ୍ୱାଗତ କରାଯାଇଛି । ଶିକ୍ଷକ ସଂଘ ସଭାପତି ପୀତାମ୍ବର ଛତର ଓ ସମ୍ପାଦକ ଗୋବଦ୍ଧନ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ମୁରିବାହାଲ ବିଇଓ ପ୍ରବୀର ପଣ୍ଡା, ଶିବ ଶଙ୍କର ହୋତା, ଦୁର୍ଗା ମାଧବ ସାହୁ, ପ୍ରଫୁଲ୍ଲ ପ୍ରଧାନୀ, ଦିଲ୍ଲୀପ ନାୟକ, ତ୍ରିଲୋକ୍ୟ ଜେନା, ନାରାୟଣ ବଗର୍ତ୍ତିର୍, ଭଗବାନ ସାହୁ, ଦେବ ସାଗର ବାଗ, ପୀତବାସ ପୁଟେଲ, କମ୍ବୁପାଣି ଛତର, ଚକାମାନ ବିଶି, ବ୍ରହ୍ମା ବେହେରା, ଅଭିମନ୍ୟୁ ବଗର୍ତ୍ତିର୍, ଭି କ୍ରିଷ୍ଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.