ଚତୁର୍ଥ ରାଉଣ୍ଡରେ ବି ସମରେନ୍ଦ୍ର ଆଗରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚତୁର୍ଥ ରାଉଣ୍ଡରେ ବି ଆଗୁଆ ରହିଥିବା ଜଣାପଡ଼ିଛି । ସମରେନ୍ଦ୍ର ୧୮୭୭୧ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୧୪୯୩୯ ଖଂଡ଼ ଭୋଟ୍‌ ପାଇ ଦ୍ୱିତୀୟରେ ରହିଛନ୍ତି । ତୃତୀୟ ସ୍ଥାନରେ ରହି ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ୫୪୩୭ ଖଂଡ଼ ଭୋଟ ପାଇଛନ୍ତି । କଂଗ୍ରେସ ଶିବିରରେ ଉତ୍ସାହର ମାହୋଲ୍‌ ଦେଖିବାକୁ ମିଳିଛି ।

Leave A Reply

Your email address will not be published.