ବାରିକ ସମାଜ ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାରିକ ସମାଜର ଏକ ବୈଠକ ଉପରଉଡାର ସ୍ଥିତ ବାରିକ ସମାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ସଭାପତି କିଶୋର ବାରିକ, ବଲାଙ୍ଗିର ବ୍ଲକ ସଭାପତି ରାମଗୋପାଳ ବାରିକ, ପୁଇଁତଲା ବ୍ଲକ ସଭାପତି ଦିଲ୍ଲୀପ ବାରିକ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ବରିହା ପ୍ରମୁଖ ଉପସ୍ଥିତ ଥିଲେ । ନାରାୟଣ ବାରିକଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କରାଯାଇଥିଲା ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.