ବଲାଙ୍ଗିର ସମାଜ ସଂସ୍କରଣ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କରଣ ଭାରପ୍ରାପ୍ତ ଶାଖା ପରିଚାଳକ ପାର୍ଥ ମହାପାତ୍ର ଓ ବିଭୁକଲ୍ୟାଣ ଗଡତିଆ କର୍ତ୍ତା ଓ ପଣ୍ଡିତ ନିରଞ୍ଜନ ମହାପାତ୍ର ପୂଜକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ବଲାଙ୍ଗିର ସମାଜ କାର୍ଯ୍ୟାଳୟର ସମସ୍ତ ସାମ୍ୱାଦିକ ଓ କର୍ମଚାରୀ ଦେବଶିଳ୍ପୀଙ୍କ ପୂଜାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.