ls

ବୌଦ୍ଧର କଚେରୀ ପଡିଆଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

sb

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଆଜି ୭୪ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ବୌଦ୍ଧର କଚେରୀ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଜାତୀୟ ପତାକାକୁ ଉତ୍ତୋଳନ କରି ଆରକ୍ଷୀ ଅଧିକାରୀ ପ୍ରହଲ୍ଲାଦ ସାଇ ମିନାଙ୍କ ସହ ମିଳିତ ଭାବରେ ପ୍ୟାରେଟରେ ପ୍ରଦକ୍ଷଣ କରିବା ସହିତ ଅଭିଭାଷଣ ଗ୍ରହଣ କରିଥିଲେ । ପରେ ଉପସ୍ଥିତ ଜନସାଧାରଣମାନଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ୭୪ତମ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇବା ସହ ଦେଶର ସମ୍ବିଧାନକୁ ସୁରକ୍ଷା ଦେବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ବୋଲି ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ ।

pc pk
Leave A Reply

Your email address will not be published.